Install any Vigyan app from here · ଏଠାରୁ ଆପ୍ ଇନଷ୍ଟଲ୍ କରନ୍ତୁ
This page is open inside WhatsApp, which can't install apps.
Tap here to open it in Chrome.
ଏହା WhatsApp ଭିତରେ ଖୋଲିଛି। ଉପର ଲିଙ୍କ୍ ଦବାଇ Chrome ରେ ଖୋଲନ୍ତୁ।
How to install · କିପରି ଇନଷ୍ଟଲ୍ କରିବେ
Open this page in Chrome, not inside WhatsApp.
ଏହି ପେଜ୍ Chrome ରେ ଖୋଲନ୍ତୁ, WhatsApp ଭିତରେ ନୁହେଁ।
Tap Install on the app you need, and wait for the download to finish.
ଯେଉଁ ଆପ୍ ଦରକାର ତାହାର Install ଦବାନ୍ତୁ। ଡାଉନଲୋଡ୍ ସରିବା ଯାଏଁ ଅପେକ୍ଷା କରନ୍ତୁ।
Tap Open on the downloaded file.
ଡାଉନଲୋଡ୍ ହୋଇଥିବା ଫାଇଲ୍ ଉପରେ Open ଦବାନ୍ତୁ।
If the phone asks about "Install unknown apps", tap Settings → Allow from this source, then go back.
"Install unknown apps" ପଚାରିଲେ Settings ରେ Allow କରି ପଛକୁ ଆସନ୍ତୁ।
Tap Install. If Play Protect shows a warning, tap More details → Install anyway.
Install ଦବାନ୍ତୁ। Play Protect ଚେତାବନୀ ଦେଲେ "Install anyway" ଦବାନ୍ତୁ।
Already installed? Installing again updates the app. Your data is kept.
ଆଗରୁ ଅଛି କି? ପୁଣି ଇନଷ୍ଟଲ୍ କଲେ ଅପଡେଟ୍ ହେବ, ଡାଟା ରହିବ।
Vigyan Apps
Scan with the phone camera to install our apps ଆପ୍ ଇନଷ୍ଟଲ୍ ପାଇଁ ଫୋନ୍ କ୍ୟାମେରାରେ ସ୍କାନ୍ କରନ୍ତୁ